ଏକାମ୍ର କାନନର ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପ୍ରସଙ୍ଗରେ ପ୍ରେସ ବିବୃତ ଜାରି କରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏକାମ୍ର କାନନ ଭୁବନେଶ୍ୱରର ଏକ ପରିଚିତ ସ୍ଥାନ । ଏହି ଜମିର ଏକାମ୍ର କାନନ ସହିତ କୌଣସି ସମ୍ପର୍କ ନାହିଁ । #ArgusNews #Odisha #EkamraKanan