#ଜିଲ୍ଲା_ପ୍ରଶାସନର_ଅବହେଳା_ପାଇଁ_ହାନି_ହେଲା_ଧନ_ଜୀବନ !
ଉତ୍ତକ୍ତ ବସ୍ତି ବାସିନ୍ଦା ଭାଙ୍ଗିଲେ ପୋଲିସ ଭ୍ୟାନ ସି ଏମ ସି ଗାଡି...ପୋଲିସ ଉପରେ ଟେକା ପଥର ମାଡ଼...ଏ ଭଳି ଅଶାନ୍ତିବାତାବାରଣ ସୃଷ୍ଟି କରିଥିବା ବାଲିସାହିରେ ଥଇଥାନ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ପଡିଛି ମହଙ୍ଗା...
#ArgusNews #Odisha #Cuttack #Slum #CMC #commissionrate #Arrested