ଏଭଳି ମହିଳାଙ୍କୁ ଶହେ ସଲାମ
ଜନ୍ମରୁ ନାହିଁ ଆଖିରେ ରୋଷଣୀ । ୬ମାସ ତଳେ ଭାଙ୍ଗି ଯାଇଛି ଗୋଡ଼ । ଚାଲିବାକୁ ହରାଇଛନ୍ତି ଶକ୍ତି । ଏଭଳି ଅବସ୍ଥାରେ କିନ୍ତୁ ସେ ଭୁଲି ନାହାନ୍ତି ପଶୁପକ୍ଷୀ ଓ ଗୋମାତାଙ୍କ ସେବା । ନୟାଗଡ଼ ଜିଲ୍ଲା କଣ୍ଟିଲୋ କୃଷ୍ଣପାଟଣା ସାହିର ଜନ୍ମାନ୍ଧ ଦ୍ରୌପଦୀ ସାହୁଙ୍କ ଏଭଳି ନିଆରା ପଶୁ ପ୍ରେମ ତିଆରି କରିଛି ବିରଳ ଉଦାହରଣ...
#ArgusNews #Odisha #Nayagarh #Women #Inspiration