ଅଧପନ୍ତରିଆ ଅବସ୍ଥାରେ ବ୍ରିଜ୍ କାମ । ଦୁଇ ବର୍ଷ ବିତିଗଲା ଭତ୍ତିପ୍ରସ୍ତର ସ୍ଥାପନକୁ.... ନା ଆଗଉଛି କାମ ନା ଲୋକଙ୍କ ସମସ୍ୟା ଦୂର ହେବାର ନାଁ ଧରୁଛି । ବାଧ୍ୟ ହୋଇ ପାଣି ଭିତରେ ପଶି ଯାତାୟତ କରୁଛନ୍ତି ଲୋକେ । ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ସୁଦ୍ଧା ଲୋକଙ୍କ ସମସ୍ୟା ଉପରେ ପଡୁନି କାହାର ନଜର....
#ArgusNews #Odisha #Ganjam #Polasara #Bridge