ବୟସର ଶେଷ ପାହାଚରେ ବି ସେ ସ୍ବାଭିମାନୀ । ନିଜ ପେଟ ପୋଷିବା ପାଇଁ କାହା ଆଗରେ ହାତ ପାତି ନାହାନ୍ତି । ଶୋଲା ମଟର ବିକି ନିଜ ପେଟ ପୋଷୁଛନ୍ତି । ସରକାରୀ ସହାୟତାରେ ଚଳିବା ତାଙ୍କ ପାଇଁ କଷ୍ଟ କର ହୋଇ ପଡ଼ିଥିଲା । ଯାହା ପାଇଁ ସେ ବ୍ୟବସାୟ କରୁଛନ୍ତି....
#ArgusNews #Odisha #Cuttack #Mahanga #Swabhimani