ବେଆଇନ ଭାବେ ବାହାରକୁ ଚାଲାଣ ହେଉଥିବା ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ ।ପିକଅପ ଭ୍ୟାନରେ ଥିବା 20 ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରି ଭଦ୍ରକ ଟାଉନ ପୋଲିସ କୁ ହସ୍ତାନ୍ତର କରିଛନ୍ତି ବଜରଙ୍ଗ କର୍ମୀ ....
#ArgusNews #IlligalPickupvanSeized #Bhadrak
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app