ରାଜରାସ୍ତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ
ତମ ରାଲି ରାଲି, ଆମ ରାଲି ପାଣିଆ ଡାଲି । ଏଭଳି କିଛି ନାରାରେ ଆଜି କମ୍ପିଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ । ହଷ୍ଟେଲ ଖାଲି କରିବାକୁ ନେଇ ବିଏମସିର ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଥିଲେ ଛାତ୍ରଛାତ୍ରୀ...
#ArgusNews #Odisha #Bhubaneswar #UtkalUniversity #Strike