ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକର ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ସୁବର୍ଣ୍ଣପୁର ଭିଜିଲାନ୍ସର ମିଳିତ ଚଢାଉ । ପୈତୃକ ଘର କେଞ୍ଝରିଆପାଲି ସମେତ ଲାତୁରପେଟରେ ଥିବା ଘରେ ଏକା ସାଙ୍ଗରେ ଚାଲିଛି ରେଡ ...
#ArgusNews #Odisha #Vigilanceraid #Raid