କଟକ ଆଠଗଡ଼ ଅଞ୍ଚଳରେ ରାସ୍ତା ଉପରେ ହାତୀପଲ । ଆଠଗଡ଼ ଅଞ୍ଚଳର ସୁନିଆ ମୁହଁ ରାସ୍ତା ଅଞ୍ଚଳରେ ହାତୀ ପଲ ରାସ୍ତା ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାଫଳରେ କିଛି ସମୟ ପାଇଁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।
#TheArgus #ArgusUpdate #ArgusOdia #ArgusOdia #Headlines #UpdateNews #Cuttack #Athagada