ବାହୁବଳୀ ବିଧାୟକଙ୍କ ପୁଣି ଦାଦାଗିରି । ରାତି ଅଧରେ ନିଶାସକ୍ତ ଅବସ୍ଥାରେ ସରକାରୀ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ଆସିଛି ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ । ବିଧାୟକଙ୍କ ବିରୋଧରେ ସଂପୃକ୍ତ କର୍ମଚାରୀ ଉପର ଅଧିକାରୀଙ୍କ ପାଖରେ ଅଭିଯୋଗ କରିବା ପରେ ଘଟଣାଟି ସାମନାକୁ ଆସିଛି ...
#ArgusNews #Khordha_Chilika #BJD_MLA_Dabangagiri #Prasanta_Jagdev