ବୟସର ସାୟନ୍ଧରେ ବି ମିଳୁନି ସରକାରୀ ସହାୟତା । ନା ଅଛି ନିଜସ୍ୱ ଜାଗା ନା ଅଛି ଘର ଖଣ୍ଡିଏ । ତଥାପି ବୟସର ଅପରାହ୍ନରେ ମଳିନ ପଡିନି ବୃଦ୍ଧ ଦମ୍ପତିଙ୍କର ପରସ୍ପର ପ୍ରତି ଥିବା ଭଲପାଇବା l କେନ୍ଦ୍ରାପଡ଼ା ରାଜନଗରରୁ ଦେଖିବା ଏହି ରିପୋର୍ଟ...
#ArgusNews #Odisha #Kendrapada #Asahaya #Govt_Scheme_Fail