ନୟାଗଡ ଗସ୍ତରେ ବିଜେପି ରାଷ୍ଟୀୟ ପ୍ରବକ୍ତା ସମ୍ବିତ ପାତ୍ର । ପରୀ ହତ୍ୟା ଘଟଣାରେ ରଖିଲେ ପ୍ରତିକ୍ରିୟା । କହିଲେ, ଦିଲ୍ଲୀରେ ଏନସିପିସିଆରଙ୍କୁ ଭେଟିଥିଲି । ନୟାଗଡ଼ ଏସପି ଓ ଜିଲ୍ଲାପାଳଙ୍କୁ ସମନ କରାଯାଇଛି.....
#ArgusNews #Odisha #Nayagarh #BJP #JusticeForParee
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app