ଧର୍ମଶାଳାରେ ରାମକୋ ସରକାର.....ମନମାନି ଚଳାଇଛି ରାମକୋ....ରାମକୋ ଆଗରେ ବିଧାୟକ, ସାଂସଦ ପ୍ରଶାସନ ବି ଅସହାୟ......କାହା ବଳରେ ବଳିୟାନ୍ ହୋଇଛି ରାମକୋ.....ରାମକୋକୁ କିଏ ଦେଇଛି ସୁରକ୍ଷା ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ପ୍ରଶାସନ ଏହା ଉପରେ ଦୃଷ୍ଟି ନଦେଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି 7 ମୌଜାର ଜମିହରା.......
#ArgusNews #ramco #Odisha #BJD
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app