କୋଭିଡ କଟକଣା କୁ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କଟକଣା କରାଯାଇଛି। ବିବାହ ଭୋଜି କୁ କେବଳ 100ଜଣ ଅତିଥି ଆସିପାରିବେ। ବିବାହ ଭୋଜି ରେ କୌଣସି ବି ଭୋଜି ହେବନାହିଁ କହିଲେ ଜିଲ୍ଲାପାଳ,ବିଜୟ ଅମୃତ କୁଲାଙ୍ଗେ...
#ArgusNews #Odisha #Ganjam #Collector #CovidGuidelines #Marriage#VijayAmrutaKulange