ଏଣିକି ପ୍ରବଚନ ଦେଇପାରିବେ ସାରଥି । ସାରଥିଙ୍କୁ ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସର୍ବାଧିକ ୨ଶହ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି । ତେବେ ଏନେଇ ଜଳେଶ୍ୱର ସାରଥୀ ପରିବାରରେ ଖୁସିରେ ଲହରୀ ଖେଳିଯାଇଛି ...
#ArgusNews #Balasore #Jaleswar #SarathiBaba
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app