ଜରାଜୀର୍ଣ୍ଣ ଅବସ୍ଥାରେ କ୍ଷେତ୍ରବାସୀ ଏକାଡେମୀ ସ୍ମାରକୀ ଗୃହ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଦ୍ୱାରା ଉଦଘାଟିତ ଗୃହ ନିଶ୍ଚିତ ଭାବରେ ଏକ ସ୍ମାରକୀ । ଯାହା ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭୁଷୁଡିଯିବାକୁ ବସିଛି । ଖୋର୍ଦ୍ଧା ଜିଲ୍ଲା କ୍ଷେତ୍ରବାସୀ ଏକାଡେମୀ ନିରାକାରପୁରରୁ ଆସିଛି ଏଭଳି କିଛି ଦୃଶ୍ୟ.....
#ArgusNews #Odisha #Khordha #Shelter_Home #Asahaya