ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି ସରକାର । ଏସଆଇଟି ତଦନ୍ତର ଏଇ ରିପୋର୍ଟକୁ ଦିଆଯାଇଛି ବନ୍ଦ ଲଫାଫାରେ । ବନ୍ଦ ଲଫାଫାରେ କଣ ରହିଛି, ନିରପେକ୍ଷ ତଦନ୍ତ କରାଯାଉଛି ନା ନାହିଁ ତାହା ହିଁ ଏବେ ବଡ଼ ପ୍ରଶ୍ନ.....
#ArgusNews #Odisha #Nayagarh #JusticeForParee #SIT #Report