ଭୁବନେଶ୍ୱରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ସମସ୍ତ ଧାର୍ମିକ ଅନୁଷ୍ଠାନ । ନିତିକାନ୍ତି ଚାଲିବ କିନ୍ତୁ ଶ୍ରଦ୍ଧାଳୁ ପ୍ରଵେଶ କରିବେ ନାହିଁ। ଅନ୍ୟପଟେ କୋଭିଡ କଟକଣା ଉଲଂଘନ ଅଭିଯୋଗ ପାଇଁ ଭାରତୀୟ ବିଦ୍ୟା ଭବନ, କଳିଙ୍ଗ ଏକାଡେମୀ ଓ ଆଦିତ୍ୟ ଏକାଡେମୀକୁ ମଧ୍ୟ ସିଲ କରିଛି ବିଏମସି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି....
#ArgusNews #Odisha #Bhubaneswar #Corona #Temple_Closed