"ବାଲେଶ୍ବର ବିଜେଡି ପାର୍ଥୀଙ୍କ ଲାଇଫ ହିଷ୍ଟ୍ରି ଚେକ୍ କରି ଟିକେଟ୍ ଦେଇଛନ୍ତି କି ବିଜେଡି ସରକାର?" ବାଲେଶ୍ବର ଉପନିର୍ବାଚନକୁ ନେଇ ବିଜେଡି ସରକାରଙ୍କୁ କିଛି ଏମିତି ପ୍ରଶ୍ନ କରିଲେ ଭୋଟର୍....
#ArgusNews #Odisha #Balasore #Byelection #BJD
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍