ଧାନ କିଣାକୁ ନେଇ ଢେ଼ଙ୍କାନାଳରେ ତାତିଲେ ଚାଷୀ । କଟକ ସମ୍ବଲପୁର ୫୫ ନମ୍ୱର୍ ଜାତୀୟ ରାଜପଥ ଅବରୋଧ । ଉଭୟ ପାର୍ଶ୍ଵରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ୨୦୦ ରୁ ଉର୍ଦ୍ଧ ଚାଷୀ ରାସ୍ତା ଉପରେ ବସି ରହିଛନ୍ତି ... #ArgusNews #Dhenkanal #DhanaMandi ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍ https://argusnews.in/app