ରାଜ୍ୟରେ କୋରୋନା ସ୍ଥିତି ଉଦବେଗଜନକ । ବିଶେଷକରି ଭୁବନେଶ୍ବରର ରେଳଷ୍ଟେସନ ଓ ଏୟାରପୋର୍ଟରେ ଚେକିଂ ଜୋରଦାର ହୋଇଛି । ରାଜଧାନୀରେ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରୁ 7 ପଜିଟିଭ୍ ଚିହ୍ନଟ ପରେ କାର୍ଯ୍ୟାଳୟ ସିଲ୍ କରିଛି ବିଏମସି...
#ArgusNews #Odisha #Corona #BMC