ଝାରସୁଗୁଡା ବିଜେଡି ବିଧାୟକ ପାୱାରଫୁଲ୍ ମିନିଷ୍ଟର ନବ ଦାସଙ୍କ ରାଇଟ ହାଣ୍ଡ ବିଶ୍ବନାଥ ତ୍ରିପାଠୀ ଖୋଲିଦେଇଛନ୍ତି ବିଜେଡି ଗୋହି । ପୁଣି ସାମ୍ନାକୁ ଆସିଛି ଜିଲ୍ଲାର ଦୁଇ ହେବିୱେଟ୍ ନବ କିଶୋର ଦାସ ଓ ବିଧାୟକ କିଶୋର ମହାନ୍ତିଙ୍କ ଫାଟ । ଝାରସୁଗୁଡା ଗ୍ରାମ ରୋଜଗାର ସେବକ ସଂଘର ସଭାପତି ରାଧେଶ୍ୟାମ ସାହୁଙ୍କୁ କିଶୋର ମହାନ୍ତିଙ୍କ ନାଁ ନେଇ ଧମକାଉଛନ୍ତି ନବଙ୍କ ଖାସ୍ ବିଶ୍ବନାଥ ତ୍ରିପାଠୀ ...
#ArgusNews #Odisha #Jharsuguda #Naba_Das #Health_Minister