ପୋଲିସ ଯେଉଁ ଢଙ୍ଗରେ ପିହୁ ମାକୁ ଉଠେଇ ନେଲା ବା ଗୁଇନ୍ଦା ଲଗାଇଲା ଯଦି ସେତିକି ପିହୁକୁ ଖୋଜିବାରେ କରିଥାନ୍ତା ତେବେ ଆଜି ପର୍ଯ୍ୟନ୍ତ ପିହୁ ନିଖୋଜ ନଥାନ୍ତା , ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା କହିଲେ ସୂଚନାଧିକାରୀ କର୍ମୀ ସର୍ବେଶ୍ବର ବେହେରା ....
#ArgusNews #Pihu #Rok_Thok #SarbeswaraBehera
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app