ମାହାଙ୍ଗା ଡବଲମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବୀ କରିଛି ମାହାଙ୍ଗା ବିଜେପି । ଆଉ ଏନେଇ ଦଳ ପକ୍ଷରୁ ବାହାରିଛି ସଦଭାବନା ପଦଯାତ୍ରା....
#ArgusNews #Odisha #Mahanga_Double_Murder #BJP