ମେଡିକାଲ ଅଛି ସତ୍ କିନ୍ତୁ ନାହାଁନ୍ତି କୈାଣସି ସ୍ଥାୟୀ ଡାକ୍ତର। ଏଠି ଦିନ ବେଳେ ଅସ୍ଥାୟୀ ଡାକ୍ତର ରୋଗ ଦେଖୁଥିବା ବେଳେ ରାତ୍ରୀକାଳୀନ ରୋଗି ସେବା ଷ୍ଟାଫ୍ ନର୍ସ ଓ ଫାର୍ମାସିଷ୍ଟ ହାତରେ। ତେବେ ମେଡ଼ିକାଲର ସ୍ଥାୟୀ ଡାକ୍ତର ଦାବିରେ ଏ ନେଇ ସ୍ଥାନୀୟ ବାସିନ୍ଦା ଦୀର୍ଘ ଦେଢ଼ ବର୍ଷ ତଳେ ରାସ୍ତା ରୋକ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଠାରୁ ଆରମ୍ଭ କରି ଜିଲ୍ଲା ପାଳଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି....
#ArgusNews #Odisha #Bhadrak #Dhamnagar #Medical_Issue