ମୟୂରଭଞ୍ଜ ଚିକଟା ମାଟିଆ ଅଞ୍ଚଳରେ କଙ୍ଗାରୁ କୋର୍ଟ, 3 ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ
ଦୁଇଟି ଚିତ୍ର, ଦୁଇଟି ଦୁଇଟି କଥାକୁ ବୟାନ କରୁଛି
ଉତ୍କଳ ଦିବସ ଉପଲକ୍ଷେ କଟକ ବାରବାଟୀ ଷ୍ଟାଡିୟମ ଗୋପବନ୍ଧୁ ମାର୍ଗରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବିଶାଳ ପ୍ରତିମୂର୍ତ୍ତିର ଉନ୍ମୋଚନ କରାଯାଇଥିବା ବେଳେ। ଭେଲଭ୍ୟୁ ଛକରେ ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ଉପଲକ୍ଷେ ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଉନ୍ମୋଚନ କରାଯାଇଛି। ହେଲେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଳଦୁଆ ପଡ଼ିଥିବା ଇଦଘା ପଡିଆ ଏବେ ବି ଅବହେଳିତ ଓ ଜବରଦଖଲ କାରୀଙ୍କ କବଜାରେ ପଡ଼ିଛି...
#ArgusNews #Odisha #Cuttack #MahatmaGandhiStatue #StatueofHumanity