ବିଜେପିର METROMAN ମାଷ୍ଟରଷ୍ଟ୍ରୋକ୍ । ଏଥର ଲଢିବେ ଦେଶର ମେଟ୍ରୋମ୍ୟାନ ଭାବରେ ପରିଚିତ ଇ ଶ୍ରୀଧରଣ । 'ମେଟ୍ରୋ ମ୍ୟାନ୍' ଇ ଶ୍ରୀଧରନ୍ କେରଳରେ ଭାରତୀୟ ଜନତା ପାର୍ଟିର ସିଏମ୍ ପ୍ରାର୍ଥୀ ହେବେ। ତେବେ କିଏ ଏଇ ଶ୍ରୀଧରଣ୍ ଯାହାଙ୍କୁ ଟାଇମ ମ୍ୟାଗାଜିନ ହିରୋ ଅଫ୍ ଏସିଆର ଆଖ୍ୟା ଦେଇଥିଲା.....
#ArgusNews #National #Keral #Metroman #Election #BJP