ଚୋରା ମହୁଲି ମଦ ଜବତ କରିବାକୁ ଯାଇ ଅବକାରୀ ବିଭାଗ ଓ ପୋଲିସ ହଟହଟା
ତୁରୁମୁଙ୍ଗା ଥାନା ହୀରାପଶି ଗ୍ରାମରେ ଚୋରା ମହୁଲି ମଦ କାରବାର ବେଧଡକ ଚାଲିଛି । ଆଜି ସକାଳୁ ଅବକାରୀ ବିଭାଗ ତୁରୁମୁଙ୍ଗା ପୋଲିସ ସହାୟତାରେ ହୀରାପଶି ଗ୍ରାମରେ ଚୋରା ମହୁଲି ମଦ କାରାବର ଓ ପ୍ରସ୍ତୁତି ସମୟ ରେ ଚଢ଼ାଉ କରିଥିଲେ ଚଢ଼ାଉ ପରେ ବିପୁଳ ପରିମାଣର ମହୁଲି ମଦ ଓ ପଚ ଜବତ କରିଥିଲେ। କିନ୍ତୁ ଜବତ ଦେଶୀ ମଦ ଓ ମଦ ରନ୍ଧା ସାମଗ୍ରୀକୁ ଅବକାରୀ ବିଭାଗ କର୍ମଚାରୀଙ୍କଠାରୁ ମଦ ମାଫିଆ ଛଡାଇ ନେଇଥିଲେ । ଏହା ସହିତ ତାଙ୍କ ମୋବାଇଲକୁ ଛଡ଼ାଇ ନେଇ photo ଓ video କୁ ଡିଲିଟ କରିଦେଇଥବା ଜଣାପଡ଼ିଛି......
#ArgusNews #Odisha #Kendujhar #Police #Offense
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app