ମାହାଙ୍ଗା ଡବଲମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ କରିବା ଦାବିନେଇ କମ୍ପିଲା ରାଜଧାନୀ । ବିଧାନସଭା ଭିତରେ ଏହାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରସଙ୍ଗ କରିଥିବା ବେଳେ ବିଧାନସଭା ବାହାରେ ବିଜେପି ପକ୍ଷରୁ କରାଯାଇଥିଲା ଘେରାଉ । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ହଜାର ହଜାର କର୍ମୀ ଏକ ବିଶୋଳ ଶୋଭାଯାତ୍ରାରେ ଯାଇ ବିଧାନସଭାରେ ଆଗରେ କରିଥିଲେ ବିକ୍ଷୋଭ ପ୍ରଦର୍ଶନ.....ଆଉ ମନ୍ତ୍ରୀଙ୍କୁ ଗିରଫ କରାନଯିବା ଯାଏଁ ଆନ୍ଦୋଳନ ହେବ ବୋଲି ବିଜେପି ଦେଇଛି ଚେତାବନୀ...
#ArgusNews #Odisha #Mahanga_Double_Murder Pratap Jena #Assembly #Protest