ଓଡ଼ିଆ ଲୋକଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ଦେଶ ଓ ବିଶ୍ୱ ଆଗରେ ପ୍ରତିପାଦିତ କରିଛନ୍ତି ପ୍ରଧାନମନ୍ତ୍ରୀ- ଧର୍ମେନ୍ଦ୍ର
ସ୍ବାଧିନତାର ଦୀର୍ଘବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ବିଝାଘାଟୀ ପଞ୍ଚାୟତର ଗରିବ ଆଦିବାସୀ । ଗାଁ ମୁଣ୍ଡରେ ଏସିଆ ମହାଦେଶର ସର୍ବବୃହତମ ମାଇନିଙ୍ଗ ଖଣି ରହିଛି । ଯେଉଁଠୁ ପ୍ରତି ମାସ କୋଟି କୋଟି ଟଙ୍କାର ରାଜସ୍ବ ରାଜ୍ୟ ରାଜକୋଷକୁ ଯାଉଛି । ହେଲେ ଆଜି ବି ସମସ୍ତ ପ୍ରକାର ସରକାରୀ ସହାୟତା ଏହି ଅଞ୍ଚଳ ବାସୀଙ୍କ ପାଇଁ ଅପହଁଞ୍ଚ ପାଲଟିଛି ...
#ArgusNews #Koraput #Narayanpatana #GovtYojana #failed
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app