ଗଂଜାମ ଜିଲ୍ଲା ପାର୍ବତୀପୁର ଗାଁରେ ଏବେ ବିଛୁରିତ ହେଉଛି ଗୋଲାପର ସୁଗନ୍ଧ । ପିଲାଟି ଦିନରୁ ଥିଲା ଚାଷ ପ୍ରତି ଆକର୍ଷଣ ଓ ରୁଚି ରଖିଥିବା ଜଣେ ଚାଷୀ ଶ୍ରୀଧର ବର୍ମା ଆଧୁନିକ ପ୍ରଯୁକ୍ତିର ସହାୟତାରେ ଏକ ଏକର ଜମିରେ କରିଛନ୍ତି ଏଭଳି ଫୁଲର ବ୍ୟାବସାୟିକ ଚାଷ...
#ArgusNews #Odisha #Ganjam #Parbatipur #Rose_Farming #Good_News