ନା ରହିବାକୁ ଅଛି ଘର । ନା ମିଳୁଛି ଭତ୍ତା... ଦିବ୍ୟାଙ୍ଗ ଦମ୍ପତିଙ୍କ ପାଇଁ ନାହିଁ ସରକାରୀ ଯୋଜନା । ଏ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଝାକ୍ରିପାଲି ଗାଁର ଦିତିଆ କରୁଆ ଓ ପୁତୁନା କରୁଆ । ବୟସ 60ରୁ ଉର୍ଦ୍ଧ୍ୱ ଛୁଇଁଲାଣି । ସ୍ୱାମୀ ଦିତିଆଙ୍କ ଗୋଡ ବଙ୍କା ଥିବାବେଳେ ସ୍ତ୍ରୀ ପୁତୁନା ମୁକ ବଧିର ...
#ArgusNews #balangir #Patnagarh #Asahaya #GovtYojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app