ରାଜ୍ୟରେ କୋରୋନା ପରିଚାଳନାକୁ ନେଇ ଆସିଲା ଭୟଙ୍କର ସତ । ପ୍ରତି ଲକ୍ଷେ ଲୋକଙ୍କ ପାଇଁ ରହିଛି ମାତ୍ର ଗୋଟିଏ ଭେଣ୍ଟିଲେଟର । ସେହିପରି ରୋଗୀ ମରୁଥିବା ବେଳେ ଇନଷ୍ଟଲ୍ ନ ହୋଇ ଷ୍ଟୋର୍ ରୁମରେ ଖତ ଖାଉଛି 420 ଭେଣ୍ଟିଲେଟର୍ । ରାଜ୍ୟର କୋଭିଡ୍ ପରିଚାଳନାକୁ ନେଇ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ...
#ArgusNews #Corona_MisManagement #Assembly