କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଟୋ ରିକ୍ସାରେ କେବଳ ଦୁଇ ଜଣ ଯାତ୍ରୀଙ୍କ ପରିବହନ ହୋଇ ପାରିବ ବୋଲି ସରକାର ଗାଇଡ଼ ଲାଇନରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି ଗୁଣୁପୁର ଅଟୋ ଚାଳକ ସଂଘ ...
#ArgusNews #Odisha #AutoDriversStrick #Gunupur