ରାଜ୍ୟରେ କୋରୋନାର ଡବଲ୍ ସ୍ପିଡ୍
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ଏବେ ମୋଟ ୧୪୬୨୧ଜଣ ବ୍ୟକ୍ତି କୋଭିଡ୍ ସଂକ୍ରମିତ ଅଛନ୍ତି ଓ ସେମାନଙ୍କର ଚିକିତ୍ସା ଚାଲିଛି। ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା 2989 ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ 631 ପଜିଟିଭ୍ ଅଛନ୍ତି...
#ArgusNews #Odisha #Corona