ସୁନ୍ଦରଗଡ଼ ଟାଉନ ରାଣୀବଗିଚା ବାଇପାସରୁ 70 କେଜି ଗଞ୍ଜେଇ ଜବତ । ଘଟଣାରେ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଉମରକୋଟରୁ ମଥୁରା ଚାଲାଣ ହେଉଥିଲା ଗଞ୍ଜେଇ । ସୁନ୍ଦରଗଡ ଟାଉନ ଥାନାର ପେଟ୍ରୋଲିଂ ସମୟରେ ଧରପଡିଲା ଗଂଜେଇ ବୁହା ଗାଡି ....
#ArgusNews #Cannabisseized #Sundargarh #Odisha
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app