ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ , ସରକାରୀ ଦଳ ର ମୁଖ୍ୟ ସଚେତକ , ବିରୋଧୀ ଦଳ ନେତା ଓ କଂଗ୍ରେସ ଦଳ ନେତା ଙ୍କୁ ଡାକି ବିଧାନସଭା ଭିତର ର ଭିଡିଓ ଦେଖାଯାଇଥିଲା ପ୍ରତିକ୍ରୟା ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର...
#ArgusNews #Odisha #OdishaAssemlySpeaker #Bhubaneswar #SuryanarayanPatra