ପୁଣି ଜଣେ ଶିଶୁକୁ ଅପହରଣ । ଏଥର ଗଜପତିରୁ 7 ବର୍ଷୀୟ ଶିଶୁକୁ ଉଠାଇ ନେଲେ । ଖେଳୁଥିବା ବେଳେ ବାଇକରେ ଆସି ଦୁଇ ଦୁର୍ବୃତ୍ତ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏତଲା ପରେ ସରଜମିନ ତଦନ୍ତ କରିଛନ୍ତି ଏସପି । ପଡ଼ୋଶୀ ରାଜ୍ୟ ସହ ସବୁ ପ୍ରବେଶ ପଥରେ ଚେକିଂକୁ ଜୋରଦାର କରିଛି ପୋଲିସ....
#ArgusNews #Odisha #Gajapati #Child_Kidnap #Odisha_Police #CMO_Office