ପରୀକୁ ନ୍ୟାୟ ପାଇଁ ଆନ୍ଦୋଳନ କରିବାର ଦଣ୍ଡ...ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ...ୱାର୍ଡ ମେମ୍ବରଙ୍କୁ ଭୟଭୀତ କରାଯାଇ ଅଣାଯାଇଛି ଅନାସ୍ଥା ପ୍ରସ୍ତାବ....ମନ୍ତ୍ରୀ ଅରୁଣ ସାହୁଙ୍କ ଇସାରାରେ ଏସବୁ କରାଯାଉଥିବା ଅଭିଯୋଗ...
#ArgusNews #Odisha #Nayagarh #Sarapanch #No_Confident