ମନ୍ତ୍ରୀଙ୍କ ବୋହୂ ବୋଲି , ପ୍ରି ପିଏଚ୍ଡିରେ କ୍ଲାସ୍ କରିନାହାନ୍ତି ଲିପ୍ସା ପ୍ରଧାନ I 6 ମାସର କୋର୍ସରେ ମାତ୍ର 4 ଦିନ ଯାଇଛନ୍ତି କ୍ଲାସ ,ଅର୍ଗସ୍ ହାତରେ ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ଏI ପଟେ କିନ୍ତୁ କାମାକ୍ଷାନଗର କଲେଜରୁ ନେଇଛନ୍ତି ଦରମା I କେବେ ଲିପ୍ସା କଲେ ପିଏଚ୍ଡି ତାକୁ ନେଇ ପ୍ରଶ୍ନ , ବିବାଦରେ ପୂର୍ତ୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ..
#ArgusNews #Odisha #lipshamishra #BJD #prafullamallik
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app