ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହେବା ପରେ କଂଗ୍ରେସ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଯୋର । କିଏ ଅଜିତଙ୍କ ସ୍ଥାନ ନେବ ଆଉ କିଏ କଂଗ୍ରେସ ପାଇଁ ପିପିଲି ମଙ୍ଗ ଧରିବ ତାହା ଏବେ ପିସିସିର ଚିନ୍ତା ବଢାଇଛି । ତେବେ ଏହାରି ଭିତରେ ଅଜିତଙ୍କ ପତ୍ନୀଙ୍କ ନାଁ ଚର୍ଚ୍ଚାର ଆଗରେ ରହିଛି । ସେପଟେ ପିପିଲିରେ ଉପନିର୍ବାଚନ କେଉଁ ଗାଇଡଲାଇନ ଅନୁଯାୟୀ ହେବ ତାକୁ ନେଇ ବଢିଛି ଦ୍ୱନ୍ଦ...
#ArgusNews #Odisha #Pipili_ByElection #Congress