ମାହାଙ୍ଗା ଡବଲ ମର୍ଡର ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବି । ନ୍ୟାୟ ପାଇଁ ବିଜେପିର ସଦଭାବନା ଯାତ୍ରା । ଆଜି ଦିନ 11ଟାରୁ ବିଜେପି କାର୍ଯ୍ୟାଳୟରୁ ବାହାରି ବିଧାନସଭା ଅଭିମୁଖେ ବାହାରିବ ଦଳ । ମାହାଙ୍ଗାରୁ ରାଜଧାନୀ ଅଭିମୁଖେ 4 ଦିନର ପଦଯାତ୍ରା କରିଛି ବିଜେପି । ଆଜି ବିଧାନସଭା ଘେରାଉ କରିବ ଦଳ ...
#ArgusNews #Odisha #MahangaDoubleMurderIssue #Mahanga #Cuttack #BJP #Padajatra