ମାରଣାସ୍ତ୍ରରେ ଆକ୍ରମଣ କରି ତହସିଲ କର୍ମଚାରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍.... ବେଗୁନିଆ ପୋଷ୍ଟ ଅଫିସ କୁସୁପଲ୍ଳା ତହସିଲ କର୍ମଚାରୀ ରମେଶ ଦଳେଇ ଘରୁ ଏହି ଲୁଟ ହୋଇଛି । 4ରୁ 5 ଜଣ ମୁଖା ପିନ୍ଧା ଯୁବକ ଘରେ ପଶି ରମେଶଙ୍କ ସ୍ତ୍ରୀକୁ ଭୟଭୀତ କରିବା ସହ ହାତଗୋଡ ବାନ୍ଧି କୋଠରୀ ଭିତରେ ବନ୍ଦ କରିଦେଇଥିଲେ ....
#ArgusNews #Khordha #Robbery #Loot