ଅଶାନ୍ତ ହେଉଛି ମାହାଙ୍ଗା....ଗୋଟିଏ ପରେ ଗୋଟିଏ ଗଡୁଛି ମୁଣ୍ଡ.....କେଉଁଠି ଡବଲମର୍ଡର ହେଲାଣୀ ତ ଆଉ କେଉଁଠି ଗଣଦୁଷ୍କର୍ମ...ମାହାଙ୍ଗା ଡବଲମର୍ଡର ଘଟଣାରେ ଖୋଦ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏତଲାର 13 ନମ୍ବର ତାଲିକାରେ ଥିବା ବେଳେ ତାଙ୍କୁ ଏଯାଏଁ ଜେରା ନହେବାକୁ ନେଇ ଉଠିଛି ପ୍ରଶ୍ନ.... ଆଉ ସେପଟେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ...
#ArgusNews #Cuttack #Mahanga #PratapJena #Bjp
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app