ପାଠପଢାରେ ଟଙ୍କା ବାଧା I କଲେଜ ଫି ଦେଇନପାରିବାରୁ ବନ୍ଧା ପଡିଛି ସାର୍ଟିଫିକେଟ I ଡିପ୍ଲୋମା ଛାତ୍ରୀ ସାଜିଲେ ଶ୍ରମିକ I ପୁରୀ ଚାଇଁପୁରର ଦୁଇ ଭଉଣୀ ଲୋଜି ଏବଂ ରୋଜି I ପାଠ ପାଇଁ ଦିନ ମଜୁରିଆ ସାଜିଛନ୍ତି ଦୁଇ ଭଉଣୀ..
#ArgusNews #Odisha #Certificate #collegefees
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app