ମାଟି ଘର ଚାରି ପଟେ ତାଳ ବରଡା ଓ ମୁଣ୍ଡ ଉପରେ ଚିରା ପଲିଥିନ । ଏଇ କୁଡିଆ ତଳେ ବିତୁଛି 9 ପ୍ରାଣୀ କୁଟୁମ୍ୱଙ୍କ ଜୀବନ । କେନ୍ଦ୍ରାପଡା ରାଜକନିକା ବ୍ଲକ ଚାରପଡା ପଂଚାୟତ 4 ନମ୍ବର ୱାର୍ଡରେ ବାସ କରନ୍ତି ବାସନ୍ତୀ ପାତ୍ର ଏବଂ ତାଙ୍କ ପରିବାର...
#ArgusNews #Odisha #Kendrapda #Asahaya #BijuPakkaGharYojana