ଅନୁଗୋଳ କଣିହାଁ ସ୍ଥିତ ରେଙ୍ଗାଳି ଜଳ ଭଣ୍ତାରକୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଲେ କଣିହାଁ ଥାନା ସାନତ୍ରିବିଡା ଗ୍ରାମ ଅଖିଳ ସାହୁ । ଏବଂ ସେ ଢେ଼ଙ୍କାନାଳ ପରଜଙ୍ଗ ଅଞ୍ଚଳର ବୋଲି ଜଣା ପଡ଼ିଛି ...
#ArgusNews #Odisha #Anugul #RengaliBridge #Dhenkanal #Suicide