ଧଳା ଚାଦର ତଳେ ରହୁଛି ସାରା ରାଜ୍ୟ । ଆହୁରି 5 ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ସମ୍ଭାବନା । 5 ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା 3 ଦିନ ପରେ ଉତ୍ତର ଆଭ୍ୟନ୍ତରୀଣ ସମେତ ଦକ୍ଷିଣ ଓଡ଼ିଶାରେ ପାରଦ ଖସିବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର....
#ArgusNews #Odisha #weather #winter