#ଅନ୍ଧବିଶ୍ୱାସର_କରୁଣ_ପରିଣତି !
4ମାସର କଅଁଳ ଶିଶୁ ପେଟରେ ଚେଙ୍କ । ଗୋଟିଏ ନୁହେଁ, କି ଦୁଇଟି ନୁହେଁ ଶିଶୁ ପୁତ୍ରର ପେଟରେ 30ରୁ ଉର୍ଦ୍ଧ୍ୱ ଚେଙ୍କ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଲକିଗୁଡା ଗାଁରେ...
#ArgusNews #Odisha #Nabarangapur #Hit_Iron_Branding