ଓଡ଼ିଶାରେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର । ମଣ୍ଡି ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଭେଟିବା ପରେ ଟ୍ବିଟ୍ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେପଟେ ମଣ୍ଡି ସମସ୍ୟାକୁ ନେଇ 4 ଦିନ ହେଲା ଚାଲି ପାରୁନି ବିଧାନସଭା...
#ArgusNews #Odisha #Mandi_Issue Piyush Goyal #Union_MInister Dharmendra Pradhan